ଋଷିକୁଲ୍ୟା ନଦୀ ସଭ୍ୟତାର ମୁକ ସାକ୍ଷୀ – ଜଉଗଡ — ଓଡିଆ ଲେଖିବା ଓଡିଆ ପଢିବା – WRITE N READ ODIA

ଜଉଗଡ ହେଉଛି ଓଡିଶାର ଏକ ଐତିହାସିକ ସ୍ଥାନ । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ଠାରୁ ୧୦ କିଲୋମିଟର ଦୂରରେ ମାଳତୀ ପାର୍ବତ୍ୟ ଇଲାକାରେ ଅବସ୍ଥିତ । ଏଠାରେ ସମ୍ରାଟ ଅଶୋକଙ୍କର ଏକ ଶିଳାଲେଖ ରହିଅଛି ଯାହାକି ତିରିଶି ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ । କଳିଙ୍ଗର ଦୁଇ ଗୋଟି ସ୍ଥାନରୁ ମିଳିଥିବା ସମ୍ରାଟ ଅଶୋକଙ୍କର ଶିଳାଲେଖ ମଧ୍ୟରୁ ଏହା ଗୋଟିଏ, ଏବଂ ଅନ୍ୟଟି ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି ପାହାଡରେ ଦେଖିବାକୁ ମିଳେ […]

via ଋଷିକୁଲ୍ୟା ନଦୀ ସଭ୍ୟତାର ମୁକ ସାକ୍ଷୀ – ଜଉଗଡ — ଓଡିଆ ଲେଖିବା ଓଡିଆ ପଢିବା – WRITE N READ ODIA

Advertisements

Write your opnion

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s