ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ୍ତ ମଂଗଳଯାନ : ଭାରତୀୟ ବୈଜ୍ଞାନିକ ମାନଂକର ଏକ ଯୁଗାନ୍ତକାରୀ ସଫଳତା

Mangalayanଭାରତ ପାଇଁ ଆଜି ବଡ ସଫଳତା ଆଣି ପାରିଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନେ l ମାନବ ବିହୀନ ଲୋହିତ ଗ୍ରହ ମଂଗଳର କକ୍ଷ ପଥରେ ମଂଗଳ ଯାନର ଅବସ୍ଥାପନ ଆଜି ବିଶ୍ବ ଇତିହାସରେ ସୃଷ୍ଟି କରି ପାରିଛି ଏକ ଅଦ୍ଭୁତପୁର୍ବ ସଫଳତା l ମଂଗଳ ଗ୍ରହର ଫଟୋ ଚିତ୍ର ପ୍ରଦାନ ସହ ସେଠାର ବାୟୁ ମଣ୍ଡଳର ଅନେକ ତଥ୍ୟ ପ୍ରଦାନ କ୍ଷେତ୍ରରେ ଏହା ଖୁବ୍ ସହାୟକ ହୋଇ ପାରିବ l ୫ ନଭେମ୍ବର ୨୦୧୩ ମସିହାରେ ଏହି ମଂଗଳଯାନ କୁ ଭାରତର ଶ୍ରୀହରିକୋଟାସ୍ଥିତ ମହାକାଶ ଉତଖେପଣ କେନ୍ଦ୍ରରୁ ମଂଗଳ ଅଭିମୁଖେ ପଠା ଯାଇଥିଲା l ସଫଳତାର ସହ ମଂଗଳଯାନ ଆଜି ମଂଗଳ ଗ୍ରହର କକ୍ଷ ପଥରେ ଅବସ୍ଥାନ କରିବାରେ ସକ୍ଷମ ହୋଇ ପାରିଛି l ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନଂକ ଏହି ସଫଳତା ଆଜି ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଛି l

Advertisements

Write your opnion

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s